ରାଜଧାନୀ‌ରେ ଚାଞ୍ଚଲ୍ୟ : ନାବାଳକ ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ୩ ଗିରଫ

ଭୁବନେଶ୍ବର: ଏକ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଆସିଥିବା ଜଣେ ନାବାଳକ ଛାତ୍ର ରାଜଧାନୀରେ ଯୌନ ନିର୍ଯାତନାର ଶିକାର ହେବା ଭଳି ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିଛି। ଛାତ୍ରଙ୍କ ପରିବାର ପକ୍ଷରୁ ଭୁବନେଶ୍ବର ଡିସିପିଙ୍କ ନିକଟରେ ଅଭିଯୋଗ ହେବା ପରେ ଯୌନ ନିର୍ଯାତନା ଖବର ଗଣମାଧ୍ୟମକୁ ଆସିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ପ୍ରାଥମିକ ସୂଚନା ଅନୁସାରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଏହି ଛାତ୍ରଙ୍କୁ ଯୌନ … Continue reading ରାଜଧାନୀ‌ରେ ଚାଞ୍ଚଲ୍ୟ : ନାବାଳକ ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ୩ ଗିରଫ